ଟାଙ୍କି ଅଛି, ହେଲେ ମିଳୁ ନାହିଁ ପାଣି, ଆରଡି ବିଭାଗକୁ ଦୋଷ ଦେଇ ଖସି ଯାଉଛନ୍ତି ଅଧିକାରୀ।

ସିମୁଳିଆ : (ନିଳାଦ୍ରୀ।ସ୍ୱତନ୍ତ୍ର ନ୍ୟୁଜ୍ ) – ପ୍ରତ୍ୟେକ ଘରକୁ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସରକାରଙ୍କ ତରଫରୁ ‘ହର୍‌ଘର୍ ନଲ୍, ହରଘର ଜଲ୍ ଯୋଜନା ମାଧ୍ୟମରେ…