ଓଡ଼ିଶା, ଖେଳ, ଜୀବନଚର୍ଯ୍ୟା Tesla Reports Record Sales in First Quarter of 2023 Niladri NewsOctober 10, 2025 Eat a diet full of plenty of calcium-rich foods, such as yogurt, soybeans, tofu and salmon. Foods high in vitamin D include egg yolks, fatty fish, liver and fortified milk.
ଥାନା ସମ୍ମୁଖରୁ ଚୋରୀ ହୋଇଥିବା ଦୁଇ ଗାଡି ଜବତ, ଦୁଇ ଗିରଫ। ସୋର: ବାଲେଶ୍ଵର ଜିଲ୍ଲା ସୋର ଥାନା ଗେଟ୍ ସମ୍ମୁଖରୁ ଦୁଇଟି ବାଇକ ଚୋରି ହୋଇଥିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଗତ ମାର୍ଚ୍ଚ ୭ତାରିଖ ରାତିରେ ସୋର ଥାନା ସମ୍ମୁଖରେ ଥିବା ଦୁଇଟି ବାଇକକୁ ଦୁଇ ଜଣ ଯୁବକ ଚୋରି କରି ପଳାଇ ଯାଇଥିଲେ। ଏନେଇ ସୋର ଅଞ୍ଚଳର ମିହିର ପାଣି ତାଙ୍କ ଗାଡି ଚୋରି ହୋଇଥିବା ନେଇ ସୋର ଥାନାରେ ୯ତାରିଖରେ ଅଭିଯୋଗ କରିବା […]
ପ୍ରଶାସନ ନାମରେ ଅଭିଯୋଗ ଆଣିଲେ ଗାଁ ଲୋକେ ! ବାଣ ଫୁଟାଇଲା ପ୍ରଶାସନ, ଥରିଲା ୬ଟି ଗାଁ, ଭାଙ୍ଗିଗଲା ଅନେକ ଘର !! NILADRI NEWS :: ପ୍ରଶାସନର ଖାମଖିଆଲି ନିତି ପାଇଁ ଜବତ ବାଣ ନିଷ୍କ୍ରିୟରେ ବିରାଟ ବିସ୍ଫୋରଣରେ ଛଅ ଗାଁର ଶତାଧିକ ପ୍ରଭାବିତ ହୋଇଥିବା ବେଳେ କିଛି ଲୋକଙ୍କର ଘରଦ୍ୱାର ଭାଙ୍ଗି ଥିବା ନେଇ ଅଭିଯୋଗ ଆସିଛି।ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ତଳନଗର ପଞ୍ଚାୟତ ବେହେରା ସାହିରେ ପୋଲିସ ବେଆଇନ ଜବତ ବାଣ ବିସ୍ଫୋରଣ ବେଳେ ଅଘଟଣ ଘଟି ଛଅ ଗାଁରେ ଶତାଧିକ ପରିବାରର ଛାତ ଖସିବା, କାନ୍ଥ ଫାଟିବା, କାଚ ଝର୍କା ଭାଙ୍ଗି ଯାଇଥିବା ନେଇ ଅଭିଯୋଗ […]
କେଉଁ ଦିନ ପାଳିବେ ଦୀପାବଳୀ ? ଜଣାନ୍ତୁ … କେଉଁ ଦିନ ପାଳିବେ ଦୀପାବଳୀ ବା ପୟାଶ୍ରାଦ୍ଧ? କେଉଁ ତାରିଖରେ ଏହାକୁ ପାଳନ କରାଯିବ ତାକୁ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ? ରାଧାରମଣ ପ୍ରେସ ପଞ୍ଜିକା ବା ମୁକ୍ତି ମଣ୍ଡପ ସ୍ଵୀକୃତ ପଞ୍ଜିକା ଗୁଡିକରେ ଦୀପାବଳି ବା ପୟା ଶ୍ରାଦ୍ଧ ଅକ୍ଟୋବର ୨୦ ତାରିଖ ଉଲ୍ଲେଖ ରହିଥିବା ବେଳେ ଅନ୍ୟ ପଞ୍ଜିକାରେ ୨୧ ତାରିଖ ଉଲ୍ଲେଖ ରହିଛି। ୨୦ ତାରିଖ ଦିନ ୩ ଟା ୪୫ ପର ଠାରୁ ପର ଦିନ ଅର୍ଥାତ୍ ଅକ୍ଟୋବର ୨୧ ତାରିଖ […]