ଓଡ଼ିଶା, ଖେଳ, ଜୀବନଚର୍ଯ୍ୟା Tesla Reports Record Sales in First Quarter of 2023 Niladri NewsOctober 10, 2025 Eat a diet full of plenty of calcium-rich foods, such as yogurt, soybeans, tofu and salmon. Foods high in vitamin D include egg yolks, fatty fish, liver and fortified milk.
ହଜାର ଚେଷ୍ଟା ପରେ ମଧ୍ୟ କେହି ତୁମର କ୍ଷତି କରିପାରିବେ ନାହିଁ – କେବଳ ଏହି ୧୧ଟି ଶିକ୍ଷା ମନେରଖନ୍ତୁ ! ଚାଣକ୍ୟ ନୀତି ଅନୁସାରେ, ନିର୍ବୋଧତା ନୁହେଁ, ବୁଝାମଣା ହେଉଛି ଆତ୍ମସମ୍ମାନର ପ୍ରକୃତ ଶକ୍ତି। ସୀମା ସ୍ଥିର କରିବା ଦ୍ୱାରା କିପରି କେହି ତୁମକୁ କ୍ଷତି ପହଞ୍ଚାଇ ପାରିବେ ନାହିଁ ତାହା ସୁନିଶ୍ଚିତ ହୋଇପାରିବ ତାହା ଜାଣନ୍ତୁ।ଚାଣକ୍ୟ ନୀତି ଆମକୁ ବ୍ୟବହାରିକ ଜ୍ଞାନ ସହିତ ଜୀବନଯାପନ କରିବାର କଳା ଶିଖାଏ। ଏହା ଆମକୁ ଜ୍ଞାନ ସହିତ ସରଳତାକୁ କିପରି ସନ୍ତୁଳିତ କରିବା ତାହା କୁହେ, ଯାହା ଦ୍ଵାରା ଆମେ ଅନ୍ୟମାନଙ୍କ ପାଇଁ ଭଲ କରିବା ସମୟରେ ଆମର ଆତ୍ମସମ୍ମାନ […]
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୮ ତମ ଜନ୍ମଦିନ ଉପଲକ୍ଷେ ବିଶାଳ ରକ୍ତଦାନ ଶିବିର। ସିମୁଳିଆ,(ନୀଳାଦ୍ରୀ ନ୍ୟୁଜ୍) ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୮ ତମ ଜନ୍ମଦିନ ଉପଲକ୍ଷେ ବିଜେପି ସିମୁଳିଆ ନିର୍ବାଚନ ମଣ୍ଡଳୀ ଓ ଆମ ଓଡିଶା ମିଳିତ ଆନୁକୂଲ୍ୟରେ ସିମୁଳିଆ ପଂଚାୟତ ସମିତି ସଭାଗୃହରେ ମେଗା ରକ୍ତଦାନ ଶିବିର ଉତ୍ସାହ ଓ ଉଦିପନାର ସହିତ ଅନୁଷ୍ଠିତ ହୋଇଯାଇଛି। ମେଗା ରକ୍ତଦାନ ଶିବିରକୁ ସିମୁଳିଆ ବିଧାୟକ ତଥା ବାଲେଶ୍ୱର ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା ଅନୁଷ୍ଠାନିକ ଭାବେ ଉଦଘାଟନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିକାଶ ପୁରୁଷ ବୋଲି କହିବା […]
ବାତ୍ୟା ପାଇଁ ଘଟିଲା ବଡ଼ ଦୁର୍ଘଟଣା !! ସୋର :: ସଡକ ଦୁର୍ଘଟଣାରେ ଦୁଇ ଯାତ୍ରାକଳାକାର ସମେତ ଜଣେ ୫ବର୍ଷର ନାବାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗୋପାଳପୁର ଇଞ୍ଚୁଡି ଠାରେ ଯାତ୍ରା ସାତରଂଙ୍ଗ ଯାତ୍ରା ପରିବେଷଣ କରୁଛି।ଆଜି ଅପରାହ୍ଣରେ ଏଥିରେ ନୃତ୍ୟ କଳାକର ଭଦ୍ରକ ଜିଲା ଚାନ୍ଦବାଲିର ପ୍ରଭାତ ମଳିକ(୪୦)ତାଙ୍କ ପାଞ୍ଚବର୍ଷର ପୁଅ ଜଗା ମଳିକ ଓ ଲାଇଟ ଅପରେଟର ଭଣ୍ଡାରିପୋଖରୀ ଅଞ୍ଚଳର ବଳରାମ ଜେନା (୩୬) ଏକ ବାଇକ ଯୋଗେ ଘରୁ ଗୋପାଳପୁର ଇଞ୍ଚୁଡି ଅଭିମୁଖେ ଆସୁଥିଲେ। ବାତ୍ୟା ମୋନ୍ଥା […]