ପୋଲିସ ପକ୍ଷରୁ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତାଙ୍କୁ ପରିଚୟପତ୍ର ବଣ୍ଟନ।

ସିମୁଳିଆ, ( ନୀଳାଦ୍ରୀ ନ୍ୟୁଜ୍) : ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକର ସରକାରୀ ସ୍ଵୀକୃତି ପ୍ରାପ୍ତ ସିମୁଳିଆ ବରିଷ୍ଠ ନାଗରିକ ମଞ୍ଚର ୫୦ ଜଣ କର୍ମକର୍ତ୍ତାଙ୍କୁ ପୋଲିସ…