ଓଡ଼ିଶା, ଖେଳ, ଜୀବନଚର୍ଯ୍ୟା EU Leaders Agree to Cut Emissions by 55% by 2030 Niladri NewsOctober 10, 2025 Looking to venture into fashion modeling? These tips from experienced models offer do’s and don’ts on how to become a successful fashion model.
ମାନବିକତା ଦେଖାଇଲେ ପୂର୍ବତନ ବିଧାୟକ! ଖଇରା – ମାନବିକତା ଦେଖାଇଲେ ବିଜେଡିର ପୂର୍ବତନ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡ଼ିଥିବା ଜଣେ ମହିଳାଙ୍କୁ ନିଜ ଗାଡ଼ିରେ ମେଡିକାଲରେ ଭର୍ତ୍ତି କରିଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନହଙ୍ଗ ଗ୍ରାମର ତିଳୋତମା ଦାସ ତାଙ୍କ ପୁଅକୁ ଟିଉସନରୁ ଆଣିବାକୁ ଯାଉଥିବା ବେଳେ ନହଙ୍ଗ ତାରିଣୀ ଛକ ନିକଟରେ ଜଣେ ଯୁବକ ପଛପଟୁ ଧକ୍କା ଦେଇଥିଲା ଫଳରେ ମହିଳା ତିଲୋତ୍ତମା ଯନ୍ତ୍ରଣାରେ ରାସ୍ତା କଡ଼ରେ ପଡ଼ିଥିଲେ l […]
ଦେଶୀ ମଦ ଜବତ, ୩ଜଣ ଗିରଫ । ସିମୁଳିଆ : ସିମୁଳିଆ ଥାନା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦେଶୀ ମଦ ସମେତ ୩ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହ୍ଲାଦ ସାମଲ ଏବଂ ଅନ୍ୟ ଅଧିକାରୀମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ଅବଜୁଣା, ବରପଡ଼ିଆ ଛକ ଓ ବଣା ଗ୍ରାମରେ ଚଢ଼ାଉ କରାଯାଇ ୮୦ ଲିଟର ଦେଶୀ […]
ବିଷ ପିଇ ଜୀବନ ହାରିଲେ ଉଦ୍ୟାନ ବିଭାଗର କାର୍ଯ୍ୟ ନିରୀକ୍ଷକ ! ସିମୁଳିଆ : କାହିଁକି ଆତ୍ମହତ୍ୟା କଲେ ଉଦ୍ୟାନ ବିଭାଗର କାର୍ଯ୍ୟ ନିରୀକ୍ଷକ ? କେଉଁ କାରଣ ପାଇଁ ପିଇ ଦେଲେ ବିଷ। ଅଫିସରେ କିଛି ପ୍ରେସର ନା ପାରିବାରିକ କଳହ। କେଉଁ କାରଣ ପାଇଁ ଜୀବନ ହାରିଲେ ଉଦ୍ୟାନ ବିଭାଗର କାର୍ଯ୍ୟ ନିରୀକ୍ଷକ। ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଉଦ୍ୟାନ ବିଭାଗରେ ଦୀର୍ଘ ଦିନ ଧରି କାର୍ଯ୍ୟ ନିରୀକ୍ଷକ ଭାବେ ଡମ୍ବରୁଧର ନାୟକ କାର୍ଯ୍ୟ କରୁଥିଲେ। ସୂଚନା ଅନୁଯାୟୀ ଗତକାଲି ଭଡ଼ା ଘରେ ଶୋଇଥିବା ଅବସ୍ଥାରେ ବାନ୍ତି […]