ଓଡ଼ିଶା, ଖେଳ, ଜୀବନଚର୍ଯ୍ୟା EU Leaders Agree to Cut Emissions by 55% by 2030 Niladri NewsOctober 10, 2025 Looking to venture into fashion modeling? These tips from experienced models offer do’s and don’ts on how to become a successful fashion model.
ଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗ। ନିଳାଦ୍ରୀ ବ୍ୟୁରୋ :: କିଡନୀ ରୋଗରେ ପୀଡ଼ିତ ହୋଇ ଜୀବନ ସହ ସଂଗ୍ରାମ କରୁଥିବା ଯୁବ ସାମ୍ବାଦିକଙ୍କର ଆଜି ଅକାଳ ବିୟୋଗ ଘଟିଛି। ଯାହାକୁ ନେଇ ସମସ୍ତ ସାମ୍ବାଦିକଙ୍କ ମହଲରେ ଦୁଃଖର ଛାୟା ଖେଳିଯାଇଛି। ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାଉଁଣ୍ଡିଆ ଗ୍ରାମର କିଶୋର ବେହେରା। କିଶୋର ଖଇରା ବ୍ଲକ୍ ପାଇଁ ସାମ୍ବାଦିକ ବୃତ୍ତିକୁ ଆପଣେଇ ନେଇ ଲୋକଙ୍କ ପାଇଁ ଏବଂ ସ୍ଥାନୀୟ ପ୍ରଶାସନଙ୍କ ପାଇଁ ତାଙ୍କ କଲମ ମୁନରେ ଅନେକ ହିତ କାର୍ଯ୍ୟ କରିଛନ୍ତି। କିଶୋର […]
ବିଜେଡି ଛାଡ଼ିଲେ ବାଲେଶ୍ଵର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା। ବାଲେଶ୍ଵର: ବିଜେଡି ଛାଡ଼ିଲେ ବିଜୁ ଜନତା ଦଳର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା । ବିଜେଡି ସୁପ୍ରିମୋଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସେ ଲେଖିଛନ୍ତି । ତାଙ୍କ ସ୍ତ୍ରୀ ଏବେ ବିଜେଡିରୁ ବସ୍ତା ନିର୍ବାଚନ ମଣ୍ତଳୀରେ ବିଧାୟକ ଅଛନ୍ତି । ଦୀର୍ଘ ଦିନ ଧରି ବିଜେଡି ଦଳରେ ଥିଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା। ବ୍ୟକ୍ତି ଗତ କାରଣ ନା […]
ଦେଶୀ ଓ ବିଦେଶୀ ମଦ ସହିତ ମୋଟର ସାଇକେଲ ଜବତ, ୪ ଗିରଫ । ଖଇରା/ ସିମୁଳିଆ(ନିଳାଦ୍ରୀ ନ୍ୟୁଜ୍) ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ବର୍ତ୍ତନା, ହରିପୁର ଏବଂ ସିମୁଳିଆ ଥାନା ଅନ୍ତର୍ଗତ ଈଶ୍ୱରପୁର ଓ ହାଟୁଆରୀ ଗ୍ରାମରେ ଚଢ଼ାଉ କରାଯାଇ ୧୨୦ ଲିଟର ଦେଶୀ ରନ୍ଧା ମଦ, ୫.୪୦୦ ଲିଟର ବିଦେଶୀ ମଦ ଏବଂ ଗୋଟିଏ ମୋଟର ସାଇକେଲ ଜବତ କରାଯିବା […]