ବାଲେଶ୍ବର: ଆମିଷ ମଧ୍ୟରେ ମାଛ ମାଂସ ଯେତିକି ଲୋକ ପ୍ରିୟ ଶୁଖୁଆର ମଧ୍ୟ ଏକ ଭିନ୍ନ ପରିଚୟ ରହିଛି। ଶୁଖୁଆଟିଏ ଥିଲେ ଭାତ ଆପେ ଆପେ ଉଠିଯାଏ । ବାଲେଶ୍ଵର ଜିଲ୍ଲା ବାରିକପୁର ହାଟରେ ମିଳୁଛି ଭଲିକି ଭଳି ଶୁଖୁଆ। ବହୁ ବର୍ଷ ଧରି ଏହି ଶୁଖୁଆ ମାର୍କେଟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥାଏ। ଲୁଣି, ଅଲଣା, ଚିଙ୍ଗୁଡ଼ି, ପତିରି, ଇଲିସି ଆଦି ବିଭିନ୍ନ ପ୍ରକାର ଶୁଖୁଆର ଚାହିଦା ରହିଥିବାର ଦୋକାନୀ ମାନେ କହିଛନ୍ତି। ଧାମରା, […]