ସୋର: ବାଲେଶ୍ଵର ଜିଲ୍ଲା ସୋର ଥାନା ଗେଟ୍ ସମ୍ମୁଖରୁ ଦୁଇଟି ବାଇକ ଚୋରି ହୋଇଥିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଗତ ମାର୍ଚ୍ଚ ୭ତାରିଖ ରାତିରେ ସୋର ଥାନା ସମ୍ମୁଖରେ ଥିବା ଦୁଇଟି ବାଇକକୁ ଦୁଇ ଜଣ ଯୁବକ ଚୋରି କରି ପଳାଇ ଯାଇଥିଲେ। ଏନେଇ ସୋର ଅଞ୍ଚଳର ମିହିର ପାଣି ତାଙ୍କ ଗାଡି ଚୋରି ହୋଇଥିବା ନେଇ ସୋର ଥାନାରେ ୯ତାରିଖରେ ଅଭିଯୋଗ କରିବା […]