Related Posts
ଦେଶୀ ଓ ବିଦେଶୀ ମଦ ସହିତ ମୋଟର ସାଇକେଲ ଜବତ, ୪ ଗିରଫ ।
ଖଇରା/ ସିମୁଳିଆ(ନିଳାଦ୍ରୀ ନ୍ୟୁଜ୍) ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ବର୍ତ୍ତନା, ହରିପୁର ଏବଂ ସିମୁଳିଆ ଥାନା ଅନ୍ତର୍ଗତ ଈଶ୍ୱରପୁର ଓ ହାଟୁଆରୀ ଗ୍ରାମରେ ଚଢ଼ାଉ କରାଯାଇ ୧୨୦ ଲିଟର ଦେଶୀ ରନ୍ଧା ମଦ, ୫.୪୦୦ ଲିଟର ବିଦେଶୀ ମଦ ଏବଂ ଗୋଟିଏ ମୋଟର ସାଇକେଲ ଜବତ କରାଯିବା […]
ଦେଶୀ ମଦ ଜବତ ଦୁଇ ଜଣ ଗିରଫ।
ଖଇରା : (niladrinews) – ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ଷ୍ଟେସନ ବଜାର, ବଣା ଓ ରାମ୍ପୋ ଗ୍ରାମରେ ଚଢ଼ାଉ କରାଯାଇ ୬୦ ଲିଟର ଦେଶୀ ମଦ ଜବତ କରାଯିବା ସହିତ ବଣା ଗ୍ରାମର ଜିତେନ୍ଦ୍ର ସିଅଳ ଏବଂ ରାମ୍ପୋ ଗ୍ରାମର ସଞ୍ଜୟ ମୁର୍ମୁ […]
ଗୁଟୁଖା ଦୋକାନ ଉପରେ ଚଢ଼ାଉ, ଫାଇନ ଆଦାୟ।
ନୀଳାଦ୍ରୀ ନ୍ୟୁଜ୍ ବ୍ୟୁରୋ : ଗୁଟୁଖା ଓ ପାନ ମସଲା ବିକ୍ରି କରୁଥିବା ଦୋକାନ ଉପରେ ଡ୍ରଗ୍ସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ। ବାଲେଶ୍ୱର ଜିଲ୍ଲା ଡ୍ରଗ୍ସ ବିଭାଗ ବାଲେଶ୍ୱର ରେଞ୍ଜର ଇନ୍ସପେକ୍ଟର ଲିସା ମଲ୍ଲିକଙ୍କ ନେତୃତ୍ୱରେ ଆଜି ଖଇରା ବଜାରରେ ଥିବା ଗୁଟୁଖା ଓ ପାନମସଲା ବିକ୍ରି କରୁଥିବା ଦୋକାନ ଉପରେ ଚଢ଼ାଉ କରି ସେମାନଙ୍କର ନିକଟରୁ ଜୋରିମାନା ଆଦାୟ ସହିତ ଚେତାବନୀ ଦେଇଥିଲେ l ଆଗାମୀ ଦିନରେ ଯଦି ଦୋକାନୀମାନେ ନମାନିବେ ତାଙ୍କ […]
