ଓଡ଼ିଶା, ଖେଳ, ଜୀବନଚର୍ଯ୍ୟା EU Leaders Agree to Cut Emissions by 55% by 2030 Niladri NewsOctober 10, 2025 Looking to venture into fashion modeling? These tips from experienced models offer do’s and don’ts on how to become a successful fashion model.
ବାତ୍ୟା ପାଇଁ ଘଟିଲା ବଡ଼ ଦୁର୍ଘଟଣା !! ସୋର :: ସଡକ ଦୁର୍ଘଟଣାରେ ଦୁଇ ଯାତ୍ରାକଳାକାର ସମେତ ଜଣେ ୫ବର୍ଷର ନାବାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗୋପାଳପୁର ଇଞ୍ଚୁଡି ଠାରେ ଯାତ୍ରା ସାତରଂଙ୍ଗ ଯାତ୍ରା ପରିବେଷଣ କରୁଛି।ଆଜି ଅପରାହ୍ଣରେ ଏଥିରେ ନୃତ୍ୟ କଳାକର ଭଦ୍ରକ ଜିଲା ଚାନ୍ଦବାଲିର ପ୍ରଭାତ ମଳିକ(୪୦)ତାଙ୍କ ପାଞ୍ଚବର୍ଷର ପୁଅ ଜଗା ମଳିକ ଓ ଲାଇଟ ଅପରେଟର ଭଣ୍ଡାରିପୋଖରୀ ଅଞ୍ଚଳର ବଳରାମ ଜେନା (୩୬) ଏକ ବାଇକ ଯୋଗେ ଘରୁ ଗୋପାଳପୁର ଇଞ୍ଚୁଡି ଅଭିମୁଖେ ଆସୁଥିଲେ। ବାତ୍ୟା ମୋନ୍ଥା […]
ଦେଶୀ ମଦ ଜବତ, ୩ଜଣ ଗିରଫ। ସୋର(ନୀଳାଦ୍ରୀ ନ୍ୟୁଜ୍): ବାଲେଶ୍ଵର ଜିଲ୍ଲା ସୋର ଅବକାରୀ ବିଭାଗ ପକ୍ଷରୁ ସୋର ଅଞ୍ଚଳରେ ଚଢ଼ାଉ କରି ଦେଶୀ ମଦ ସମେତ ୩ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ସୋର ଆଦର୍ଶ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସୋର ଥାନା ଅନ୍ତର୍ଗତ ସବିରା, ବର୍ତ୍ତନା ଓ ମୁଳିସିଂ ଗ୍ରାମରେ ଚଢ଼ାଉ କରାଯାଇ […]
ଖଇରା ଓ ସିମୁଳିଆରୁ ଦେଶୀ ମଦ ଜବତ, ୪ ଗିରଫ । ଖଇରା – ଖଇରା ଅବକାରୀ ବିଭାଗ ପକ୍ଷରୁ ଖଇରା ଏବଂ ସିମୁଳିଆ ଥାନା ଅଞ୍ଚଳରେ ଚଢ଼ାଉ କରି ମଦ ସମେତ ୪ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ଗଣ୍ଡିବେଡ଼ ବଜାର ଓ ଡୁଙ୍ଗୁରା ଗ୍ରାମ ଏବଂ ସିମୁଳିଆ ଥାନା ଅନ୍ତର୍ଗତ ନାରାୟଣପୁର […]