ଓଡ଼ିଶା, ଖେଳ, ଜୀବନଚର୍ଯ୍ୟା Toyota Unveils Electric SUV with 600-Kilometer Range Niladri NewsOctober 10, 2025 Taking care of yourself and your health is not only OK, it’s one of the most important things you can do — for yourself and everyone you love.
ମା’ ରହୁଥିଲେ ସୁଡ଼ଙ୍ଗ ଭିତରେ, ମାଆ ଭଗିଆଶୁଣି ପୂରଣ କରନ୍ତି ଭକ୍ତଙ୍କ ମନବାଞ୍ଛା ! ବାଲେଶ୍ୱର : ଭକ୍ତମାନଙ୍କର ଡାକ ଶୁଣନ୍ତି ବୋଲି ନାମ ତାଙ୍କର ଭଗିଆଶୁଣି। ସେଥିପାଇଁ ଏଠାକୁ ଭକ୍ତ ମାନଙ୍କର ସୁଅ ଛୁଟି ଆସୁଛି। ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଜାତୀୟ ରାଜପଥ ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଅବସ୍ଥିତ ମା’ ଭଗିଆଶୁଣୀଙ୍କ ପୀଠ। ମା’ଭଗିଆଶୁଣିଙ୍କ ପୀଠ ହେଉଛି ଏଠାକାର ବହୁ ପୁରାତନ ଶକ୍ତି ପୀଠ। ଘଞ୍ଚ ଜଙ୍ଗଲ ଭିତରେ ମା’ ଥିବା ବେଳେ କେମିତି ଆବିର୍ଭାବ ହୋଇଛନ୍ତି ତାହା ଅସ୍ପଷ୍ଟ ରହିଛି। ଥରେ ଘଞ୍ଚ ହାତିଆ କଣ୍ଟା […]
ଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗ। ନିଳାଦ୍ରୀ ବ୍ୟୁରୋ :: କିଡନୀ ରୋଗରେ ପୀଡ଼ିତ ହୋଇ ଜୀବନ ସହ ସଂଗ୍ରାମ କରୁଥିବା ଯୁବ ସାମ୍ବାଦିକଙ୍କର ଆଜି ଅକାଳ ବିୟୋଗ ଘଟିଛି। ଯାହାକୁ ନେଇ ସମସ୍ତ ସାମ୍ବାଦିକଙ୍କ ମହଲରେ ଦୁଃଖର ଛାୟା ଖେଳିଯାଇଛି। ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାଉଁଣ୍ଡିଆ ଗ୍ରାମର କିଶୋର ବେହେରା। କିଶୋର ଖଇରା ବ୍ଲକ୍ ପାଇଁ ସାମ୍ବାଦିକ ବୃତ୍ତିକୁ ଆପଣେଇ ନେଇ ଲୋକଙ୍କ ପାଇଁ ଏବଂ ସ୍ଥାନୀୟ ପ୍ରଶାସନଙ୍କ ପାଇଁ ତାଙ୍କ କଲମ ମୁନରେ ଅନେକ ହିତ କାର୍ଯ୍ୟ କରିଛନ୍ତି। କିଶୋର […]
ଆଧାପନ୍ତିଆ ଅବସ୍ଥାରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ, ଶୁଣୁ ନାହାନ୍ତି ବିଭାଗୀୟ ଅଧିକାରୀ ! ଖଇରା ଖଇରା(ନିଳାଦ୍ରୀ ନ୍ୟୁଜ୍) : କେବେ ମିଳିବ ବିଶୁଦ୍ଧ ପାନୀୟ ଜଳ ? କେବେ ସରିବ ଅଧୁରା କାର୍ଯ୍ୟ? ସୂଚନା ଅନୁଯାୟୀ କୋଟି କୋଟି ଟଙ୍କା ବ୍ୟୟରେ ଖଇରା ବ୍ଳକରେ ୫ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ମେଗା ପାନୀୟଜଳ ପ୍ରକଳ୍ପ ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ୭ଟି ପଞ୍ଚାୟତକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ମଞ୍ଜୁର ହୋଇଥିଲା । ଘରେ ଘରେ […]