ଓଡ଼ିଶା, ଖେଳ, ଜୀବନଚର୍ଯ୍ୟା Toyota Unveils Electric SUV with 600-Kilometer Range Niladri NewsOctober 10, 2025 Taking care of yourself and your health is not only OK, it’s one of the most important things you can do — for yourself and everyone you love.
ବାତ୍ୟା ପାଇଁ ଘଟିଲା ବଡ଼ ଦୁର୍ଘଟଣା !! ସୋର :: ସଡକ ଦୁର୍ଘଟଣାରେ ଦୁଇ ଯାତ୍ରାକଳାକାର ସମେତ ଜଣେ ୫ବର୍ଷର ନାବାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗୋପାଳପୁର ଇଞ୍ଚୁଡି ଠାରେ ଯାତ୍ରା ସାତରଂଙ୍ଗ ଯାତ୍ରା ପରିବେଷଣ କରୁଛି।ଆଜି ଅପରାହ୍ଣରେ ଏଥିରେ ନୃତ୍ୟ କଳାକର ଭଦ୍ରକ ଜିଲା ଚାନ୍ଦବାଲିର ପ୍ରଭାତ ମଳିକ(୪୦)ତାଙ୍କ ପାଞ୍ଚବର୍ଷର ପୁଅ ଜଗା ମଳିକ ଓ ଲାଇଟ ଅପରେଟର ଭଣ୍ଡାରିପୋଖରୀ ଅଞ୍ଚଳର ବଳରାମ ଜେନା (୩୬) ଏକ ବାଇକ ଯୋଗେ ଘରୁ ଗୋପାଳପୁର ଇଞ୍ଚୁଡି ଅଭିମୁଖେ ଆସୁଥିଲେ। ବାତ୍ୟା ମୋନ୍ଥା […]
ହଜାର ଚେଷ୍ଟା ପରେ ମଧ୍ୟ କେହି ତୁମର କ୍ଷତି କରିପାରିବେ ନାହିଁ – କେବଳ ଏହି ୧୧ଟି ଶିକ୍ଷା ମନେରଖନ୍ତୁ ! ଚାଣକ୍ୟ ନୀତି ଅନୁସାରେ, ନିର୍ବୋଧତା ନୁହେଁ, ବୁଝାମଣା ହେଉଛି ଆତ୍ମସମ୍ମାନର ପ୍ରକୃତ ଶକ୍ତି। ସୀମା ସ୍ଥିର କରିବା ଦ୍ୱାରା କିପରି କେହି ତୁମକୁ କ୍ଷତି ପହଞ୍ଚାଇ ପାରିବେ ନାହିଁ ତାହା ସୁନିଶ୍ଚିତ ହୋଇପାରିବ ତାହା ଜାଣନ୍ତୁ।ଚାଣକ୍ୟ ନୀତି ଆମକୁ ବ୍ୟବହାରିକ ଜ୍ଞାନ ସହିତ ଜୀବନଯାପନ କରିବାର କଳା ଶିଖାଏ। ଏହା ଆମକୁ ଜ୍ଞାନ ସହିତ ସରଳତାକୁ କିପରି ସନ୍ତୁଳିତ କରିବା ତାହା କୁହେ, ଯାହା ଦ୍ଵାରା ଆମେ ଅନ୍ୟମାନଙ୍କ ପାଇଁ ଭଲ କରିବା ସମୟରେ ଆମର ଆତ୍ମସମ୍ମାନ […]
ଆୟୁଷ୍ମାନ୍ ଫାଉଣ୍ଡେସନର ରକ୍ତଦାନ ଓ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ। ସିମୁଳିଆ (ନୀଳାଦ୍ରୀ ନ୍ୟୁଜ୍) ଅଗ୍ରଣୀ ସାମାଜିକ ସଂଗଠନ ଆୟୁଷ୍ମାନ ଫାଉଣ୍ଡେସନର ସପ୍ତମ ବାର୍ଷିକ ଉତ୍ସବ ଉପଲକ୍ଷେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ଅଡ଼ାସ୍ଥିତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏକ ସ୍ବେଛାକୃତ ରକ୍ତଦାନ ଓ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିରର ଅନୁଷ୍ଠିତ ହୋଇଯାଇଛି। ଆୟୁଷ୍ମାନ୍ ଫାଉଣ୍ଡେସନର ସଭାପତି ଶ୍ରୀମନ୍ତ ବିଶ୍ଵାଳଙ୍କ ନେତୃତ୍ୱରେ ଏହି କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିବା ବେଳେ ସିମୁଳିଆ ଥାନା ଆଇଆଇସି ଦେବରାଜ ଜେନା ମୁଖ୍ୟଅତିଥିଭାବେ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦଘାଟନ […]